ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଯୋଗାଉଛି ଗୁଡ ସମରିଟାନ, ପଣସ ଚିପ୍ସ କରି ସ୍ୱାବଲମ୍ବୀ ହେଉଛନ୍ତି
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଗଛ ରହିଛି ହେଲେ ପଣସ ସମୟରେ ଏହାର ବାହାରକୁ ରପ୍ତାନି କରାଯାଇ ପାରୁନଥିବାରୁ ଏହାର କୌଣସି ମୂଲ୍ୟ ମିଳିପାରୁ ନାହିଁ । ଗଛଗୁଡ଼ିକରେ ଅନର୍ଗଳ ଭାବରେ ଫଳିଥିଲେ ସୁଧା ବାହାରକୁ ପଠେଇ ପାରୁ ନଥିବାରୁ ପଣସ ଗଛ ଥିବା ଲୋକମାନେ ଦୁଃଖରେ!-->…
Read More...
Read More...