ଚାରମାଳ ଥାନାରେ ରକ୍ତଦାନ ଶିବିର: ୬୬ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର, ୩୧/୭- ସ୍ଥାନୀୟ ଚାରମାଳ ଥାନାରେ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜି ସକାଳେ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଏହି ଶିବିରର ଉଦଘାଟନ କରି ଅଧିକରୁ ଅଧିକ ପୁଲିସ କର୍ମଚାରୀ ଏଥିପାଇଁ ଆଗେଇ ଆସିବାକୁ!-->…
Read More...
Read More...