ଇତିହାସ ରଚିଲେ ସିନ୍ଧୁ, ଦେଶ ପାଇଁ ବ୍ରୋଞ୍ଜ ଆଣିଲେ
ଟୋକିଓ : ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ହୁଏତ ସ୍ୱର୍ଣ୍ଣ ପଦକ ଜିତି ପାରିନାହାନ୍ତି କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ସିନ୍ଧୁ ଚାଇନାର ସଟଲର ହେ ବିଙ୍ଗ ଜିଆଓଙ୍କୁ ଭେଟିଥିଲେ । ସିନ୍ଧୁ କ୍ରମାଗତ ଭାବରେ ଚାଇନାର ସଟଲରଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ!-->…
Read More...
Read More...