ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଟୋକିଓ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏଥିସହ
Read More...

ରାଜ୍ୟରେ ଦ୍ୱିତୀୟ “ଏମ୍ସ’ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଉ ଏକ ଶାଖା ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ସେଦିଗରେ କାର୍ଯ୍ୟ ଯଥେଷ୍ଟ ଆଗେଇ ଥିଲେ ମଧ୍ୟ ଏହା ଆରମ୍ଭ କରାଯାଉ ନାହିଁ । ଏଥିପାଇଁ ସୁନ୍ଦରଗଡ଼ ଠାରେ ଭବନ ନିର୍ମାଣ କାର୍ଯ୍ୟ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍‌ କନସେନଟ୍ରେଟର ପ୍ରଦାନ

ବୌଦ୍ଧ,୩୦/୭- ଅମ୍ଳଜାନ ଅଭାବରୁ କେହି ଯେପରି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନାର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବେଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ
Read More...

ବୌଦ୍ଧବ୍ଲକର ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୩୦/୭:- ବୌଦ୍ଧବ୍ଲକ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୌଦ୍ଧର ଅଧ୍ୟକ୍ଷ ବାମଦେବ ତ୍ରିପାଠୀ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ୨ଟି ବାଘର ପ୍ରତିମୂର୍ତ୍ତି

ବ୍ରହ୍ମପୁର,୩୦/୭ : ବ୍ରହ୍ମପୁର ଆଇଟିଆଇ ପରିସରରେ ୨ଟି ବାଘ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ
Read More...

ଆଡେଣିଗଡ ପଞ୍ଚାୟତରେ ଜିଓ ଟାୱାର ନିର୍ମାଣରେ ଇଂ ରାକେଶ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସା

ବୌଦ୍ଧ,୩୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଆଡେଣିଗଡ଼ ପଞ୍ଚାୟତରେ ଏକ ଜିଓ ନେଟୱାର୍କ ନିର୍ମାଣ କରାଯାଉଛି । ବୌଦ୍ଧଜିଲ୍ଲା ଯୁବ ବିଜେପି ନେତା ତଥା ଇଂ. ରାକେଶ ତ୍ରିପାଠୀ ଏଥିରେ ସହଯୋଗ କରୁଛନ୍ତି । ତାଙ୍କରି ଏହି ଉଦ୍ୟମ ପାଇଁ ଆଡେଣିଗଡ଼
Read More...

ଦିବ୍ୟାଙ୍ଗ ଦଂପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ

ବୌଦ୍ଧ,୩୦/୭- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଦିବ୍ୟାଙ୍କ ଦଂପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଦିବ୍ୟାଙ୍କ ଦଂପତ୍ତି ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପନଖିମାଳର
Read More...