ଟିକାକରଣରେ ରେକର୍ଡ, ଦିନକରେ ୮୮ ଲକ୍ଷ ନେଲେ କରୋନା ଟିକା
ନୂଆଦିଲ୍ଲୀ : ଭାରତ ପୁରା କ୍ଷମତା ସହ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କରୋନା ଟିକା ଦେଇ ଭାରତ ଏକ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକା ଦିଆଯାଉଛି,!-->…
Read More...
Read More...