ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ
ବୌଦ୍ଧ,୫/୬ - ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡକୁ ଯାଇ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର ଭିତ୍ତିଭୂମି ଓ ପରିଷ୍କାର!-->…
Read More...
Read More...