ବୌଦ୍ଧ : ଆଜି 64 କରୋନା ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ଏନ.ଏ.ସି. ଶୀର୍ଷରେ

ବୌଦ୍ଧ,୨୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 64 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି l ଆଜି ବୌଦ୍ଧ ଏନଏସି ଅଞ୍ଚଳରେ ସର୍ବାଧିକ 21 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଦ୍ବିତୀୟରେ ହରଭଙ୍ଗା ବ୍ଲକରୁ 17,
Read More...

ଦୁବୃର୍ତ୍ତ ଲଗାଇଲେ ନିଆଁ, ପୋଡିଗଲା ଆମ୍ବବଗିଚା

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମର ରାଧାରମଣ ମେହେରଙ୍କ ଲକ୍ଷ୍ମୀପ୍ରସାଦ ମୌଜାରେ ଥିବା ଜମିରେ ସାତବର୍ଷ ପୂର୍ବେ ବୌଦ୍ଧ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାରା ଆଣି ରୋପଣ କରିଥିଲେ । ଗଛଗୁଡିକ ଭଲ ବଢ଼ି ଚଳିତବର୍ଷ ଭଲ ଫଳ ମଧ୍ୟ ହୋଇଥିଲା । କିନ୍ତୁ କେହି
Read More...

କୋଭିଡ ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ବୈଠକ

ବୌଦ୍ଧ,୨୬/୪ - ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଦେଖାଦେଇଥିବା ସାଂପ୍ରତିକ କୋଭିଡ ପରିସ୍ଥିତିର ସୁପରିଚାଳନା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ
Read More...

ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ

ବୌଦ୍ଧ/ବାଉଁଶୁଣୀ,୨୬/୪ - ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ
Read More...

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଦଶପଲ୍ଲା,୨୬/୪- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାସାହି ଗ୍ରାମର ନୂଆସାହିରେ ନିଆଁଲାଗି ୨୧ ପରିବାରର ୩୦ବଖରା ଘର ଜଳିପୋଡି ପାଉଁଶ ହୋଇଯିବା ସହ ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ସମସ୍ତ ପରିବାରର ଘରର ଆସବାବପତ୍ର ସମେତ ମହଜୁଦ
Read More...

ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ

ଫୁଲବାଣୀ/ଦାରିଙ୍ଗବାଡି,୨୬/୪ - ବିଜୁ ଜନତା ଦଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଗତକାଲି ସେ ନିଜର ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା
Read More...

ରାଫେଲ ନାଦାଲଙ୍କୁ ଚଳିତ ବର୍ଷର ପ୍ରଥମ ଟାଇଟଲ

ବାର୍ସେଲୋନା : ସ୍ପେନର ତାରକା ଟେନିସ୍ ଖେଳାଳି ରାଫେଲ ନାଦାଲ ଏଠାରେ ଚାଲିଥିବା ବାର୍ସେଲୋନା ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟଫାଇନାଲରେ ବିଜୟୀ ହୋଇଛନ୍ତି । ଫାଇନାଲରେ ସେ ଷ୍ଟିଫାନସ ଟିତସପାସଙ୍କୁ ୬-୪, ୬-୭(୬) ଓ ୭-୫ ସେଟରେ ପରାସ୍ତ କରି ଟାଇଟଲ ଅର୍ଜନ କରିଛନ୍ତି । ଚଳିତ ବର୍ଷରେ ଏହା
Read More...

କରୋନା ମୁକାବିଲ ପାଇଁ ୧୭ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗତ ୫ଦିନ ଧରି ୬ ହଜାର ଉପରେ ରହୁଛି । ଏହା ଉପରକୁ ବଢୁନଥିଲେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ଜିଲ୍ଲାପାଇଁ ରାଜ୍ୟ ସରକାର ଆଜି ୧୭ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାରଙ୍କ ଘୋଷଣା: ଆସନ୍ତା ୨୮ରୁ ନାମ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ମାଗଣା ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହେବ । କୋଶ୍ଚିନ୍ ପୋର୍ଟାଲରେ ଦୁଇଟି
Read More...

କରୋନାର ପ୍ରଭାବ : ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା

କେରଳ : ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋଭିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ
Read More...