ପ୍ରବୀଣ ତୁମେ ଗଲା ପରେ… ସ୍ମରଣିକା ଉନ୍ମୋଚିତ

ପାରଳାଖେମୁଣ୍ଡି,୩୦/୧୦- ବିଶିଷ୍ଟ ନାଟ୍ୟକାର ମଞ୍ଚ ନିର୍ଦ୍ଦେଶକ କଳାକାର ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡିର କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ସ୍ମରଣିକା ଉନ୍ମଚିତ ହୋଇଯାଇଛି। ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର, ନିର୍ଦ୍ଦେଶକ,
Read More...

ବlଉଁଶୁଣି ଛକରେ ଗଜଲକ୍ଷ୍ମୀ ପୂଜା

ବୌଦ୍ଧ /ବାଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଛକରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି l ଆଜି ଅନୁଷ୍ଠିତ ପୂଜାରେ ଦେବାଶିଷ ନେପାକ୍ କର୍ତ୍ତା ଭାବରେ ବସିଥିବା ବେଳେ ପୂଜକ ଭାବରେ ସଚିବ ପୁରୋହିତ ପୁଜାକାର୍ଯ୍ୟ ପରିଚାଳନା କରିଥିଲେ | ମା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ରମେଶ
Read More...

କନ୍ଧମାଳରେ ଆଜି ପୁଣି ୨୪କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୬୩୭ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୪୬୦ ଜଣ ସୁସ୍ଥ ହୋଇ ସେମାନଙ୍କ ର
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଆଦ୍ୟାଶା ପଣ୍ଡାଙ୍କ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି-ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୁର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ କରିଥିଲେ । ଅତିରିକ୍ତ ଅଧୀକ୍ଷକ ଶାନ୍ତନୁ କୁମାର ପାଢୀଙ୍କ ପରିଚାଳନାରେ
Read More...

ସମ୍ବଲପୁରରେ କରୋନା ମୃତ୍ୟୁହାର ବୃଦ୍ଧି ଚିନ୍ତା ବଢାଉଛି

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ଉନ୍ନତି ଆଡ଼କୁ ଗତି କରୁଥିବା ସତ୍ତ୍ୱେ ମୃତ୍ୟୁହାର ବୃଦ୍ଧି ଚିନ୍ତା ବଢାଉଛି । ସରକାରୀ ପରିସଂଖ୍ୟାନ ଅନୁସାରେ ଏହା ଏପର୍ଯ୍ୟନ୍ତ ୩୩ ଦର୍ଶାଯାଉଛି, କିନ୍ତୁ ଲୋକଙ୍କ ମତରେ ଏହା ୨୦୦ରୁ ଊର୍ଦ୍ଧ୍ୱକୁ ଗଲାଣି । ମିଳିଥିବା ସୂଚନା ଅନୁସାରେ
Read More...

ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୫୫୫ରେ ପହଞ୍ଚିଲା, ଆଜି ୧୨

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ନୂତନ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୨ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା ୨୫୫୫ ରେ ପହଞ୍ଚିଲା । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ
Read More...

ରାଜ୍ୟରେ ପୁଣି ୧୫୪୭ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮୬୪୬ରେ ପହଞ୍ଚିଛି । ଏନେଇ
Read More...

ପୋଖରୀ ହୁଡ଼ା ଓ ସଂଲଗ୍ନ ରାସ୍ତାକୁ ସଫେଇ କଲେ ସ୍ବେଚ୍ଛାସେବୀ

ବୌଦ୍ଧ,୩୦/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତ ରଘୁନାଥପୁରର ଯୁବ ସ୍ବେଚ୍ଛାସେବୀ ମାନେ ଗ୍ରାମରେ ଥିବା ରୁଗୁଡ଼ି ମୁଣ୍ଡା ପୋଖରୀର ହୁଡ଼ାରେ ଓ ତତସଂଲଗ୍ନ ରାସ୍ତାରେ ଥିବା ବିଭିନ୍ନ ଅନାବନା ଗଛ ଏବଂ ଲଟା ବୁଦା ସଫା କରିଛନ୍ତି | ପୋଖରୀ ଉପରେ ଗ୍ରାମବାସୀ ସ୍ନାନ ଶୌଚ
Read More...

ଜାତୀୟ ରାଜପଥ ଉପରେ ଅଜଣା ଶବ

ବୌଦ୍ଧ,୩୦/୧୦ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଚାରିଛକ ନିକଟ ସିଙ୍ଗାଡିବିଡା ଗାଆଁ ପାଖରେ ଏକ ଅଜଣା ଶବ ରାସ୍ତା ଉପରେ ପଡିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି l ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ୟାଣ୍ଟ୍ ଓ ସ୍ବେଟର୍
Read More...