ବlଉଁଶୁଣି ଛକରେ ଗଜଲକ୍ଷ୍ମୀ ପୂଜା

0 399

ବୌଦ୍ଧ /ବାଉଁଶୁଣି – ବୌଦ୍ଧ ବ୍ଲକ୍ ବlଉଁଶୁଣି ଛକରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି l ଆଜି ଅନୁଷ୍ଠିତ ପୂଜାରେ ଦେବାଶିଷ ନେପାକ୍ କର୍ତ୍ତା ଭାବରେ ବସିଥିବା ବେଳେ ପୂଜକ ଭାବରେ ସଚିବ ପୁରୋହିତ ପୁଜାକାର୍ଯ୍ୟ ପରିଚାଳନା କରିଥିଲେ | ମା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ରମେଶ ଗରିଆ ଓ ସମ୍ପାଦକ ଗୋପାଳ ମେହେରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ସହାୟତା କରିଥିଲେ | କୋଭିଡ୍ ଆଇନ ଆଧାରରେ ପୂଜା କାର୍ଯ୍ୟ ଚାଲିଥିବା କମିଟି ତରଫରୁ ପ୍ରକାଶ l

hiranchal ad1
Leave A Reply

Your email address will not be published.

seventeen − ten =