ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

0 52

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

13 − 11 =