ଲଗାଣ ବର୍ଷାରେ ଅନେକ କଚା ଘର ଭାଙ୍ଗି ଲୋକେ ହେଲେ ବେଘର
ବୌଦ୍ଧ,୨୭/୮ - ଗତ ତିନି ଦିନ ଧରି ବୌଦ୍ଧ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମାଞ୍ଚଳରେ ସାଧାରଣ ଗରିବଲୋକେ ରହୁଥିବା ଅନେକ କଚ୍ଚାଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଘର ଭାଙ୍ଗି ଯାଇଥିବା ପରିବାରମାନେ ଅନ୍ୟତ୍ର ମୁଣ୍ଡ ଗୁଞ୍ଜିବା!-->…
Read More...
Read More...