ଏପ୍ରିଲ ମାସରେ ୧୬% ହ୍ରାସ ହୋଇଛି ଏଲ୍ପିଜି ଚାହିଦା
ନୂଆଦିଲ୍ଲୀ; ଏପ୍ରିଲ ମାସରେ ଦେଶରେ ୧୬% ହ୍ରାସ ହୋଇଛି ଏଲ୍ପିଜି ଚାହିଦା। ଆମେରିକା-ଇରାନ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଅଶୋଧିତ ତେଲ ଏବଂ ଏଲ୍ପିଜି ଯୋଗାଣ ପ୍ରଭାବିତ ରହିଛି । ଏହାର ପ୍ରଭାବ ଦେଶ ମଧ୍ୟରେ ଉଭୟ ଘରୋଇ ଏବଂ କମର୍ସିଆଲ ଏଲ୍ପିଜି ଉପରେ ପଡିଛି। ସରକାରୀ ଆକଳନ ମୁତାବକ,!-->…
Read More...
Read More...