କନ୍ଧମାଳ ଜିଲ୍ଲା ନିମନ୍ତେ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ହେଲେ ଗିରିଜା ପ୍ରସାଦ ମିଶ୍ର

ବାଲିଗୁଡା,୨୫/୭- ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି । ଏଥିରେ କନ୍ଧମାଳ ଜିଲ୍ଲାର ଯୁବ ସାହିତ୍ୟିକ ଗିରିଜା ପ୍ରସାଦ ମିଶ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୩ ମସିହା ଜୁଲାଇ ୨୩
Read More...

ଗଜପତିରେ ପୁଣି ୮୮ କରୋନା ପଜିଟିଭ ଚିହ୍ନଟ

ଗଜପତି - ଗଜପତିରେ ପୁଣି ୮୮ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।ଗୋଶାଣୀ ରୁ ୫ ଜଣ, ଗୁମ୍ମା ରୁ ୧୦ ଜଣ, ନୂଆଗଡ଼ ବ୍ଳକ ରୁ ଜଣେ,ପାରଳା ପୌର ପରିଷଦରୁ ୫୪ ଜଣ, ରାୟଗଡରୁ ଜଣେ,ଆର ଉଦୟଗିରି ରୁ ୧୬ ଜଣ କାଶୀ ନଗର ଜଣେ ଚିହ୍ନଟ ହୋଇଛନ୍ତି।ପଜିଟିଭି ଚିହ୍ନଟ
Read More...

ଦାରିଙ୍ଗବାଡିରେ ଶିକ୍ଷା ବିଭାଗ କର୍ମଚାରୀଙ୍କ ମନମାନୀ ତହସିଲଦାରଙ୍କ ଅଚାନକ ବାଇମାଲ ଚେକ ନାକା ପରିଦର୍ଶନ କୋଭିଡ…

ଦାରିଙ୍ଗବାଡି ୨୫/୭: ଦାରିଙ୍ଗବାଡି ବ୍ଲକରେ ଶିକ୍ଷା ବିଭାଗ କର୍ମଚାରୀମାନେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପୁଣି ଅବମାନନା କରିଥିବା ଦେଖିବାକୁ ମିଳିଛି । ୫୯ ନମ୍ବର ଜାତୀୟ ରାଜପଥର କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ପ୍ରଶାସନ ତରଫରୁ ବାଇମାଲା ଚେକଗେଟରେ କରାଯାଇଥିବା ନାକାପୋଷ୍ଟର ଡ୍ୟୁଟିରେ
Read More...

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣପାଇଁ ସମ୍ବଲପୁରରୁ ମାଟି ଓ ପାଣି ପଠାଗଲା

ସମ୍ବଲପୁର,୨୫/୭- ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏଥିପାଇଁ ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ଭକ୍ତମାନଙ୍କ ସମର୍ଥନ ଓ ସାହାଯ୍ୟର ସୁଅ ଛୁଟୁଛି । ସମସ୍ତଙ୍କର ଇଚ୍ଛା ଯେ ଏହି
Read More...

ବାଇକ ଦୁର୍ଘଟଣାରେ ୨ଆହତ ଜଣେ ଗୁରୁତର

ଦାରିଙ୍ଗବାଡି ,୨୫/୭ : ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡୁଲୁରି ପାଇନ ଜଙ୍ଗଲ ପାଖରେ ଥିବା କଲଭର୍ଟ ନିକଟରେ ଏକ ବାଇକ ଦୁର୍ଘଟଣା ରେ ୨ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ସମ୍ବଲପୁରର ଆଠଟି ଅଞ୍ଚଳରେ ଧାରା ୧୪୪ ଘୋଷିତ

ସମ୍ବଲପୁର,୨୫/୭- ସମଗ୍ର ସମ୍ବଲପୁର ଜିଲ୍ଲାରେ ୧୦ଦିନ ପାଇଁ ଘୋଷିତ ସଟଡାଉନର ଆଜି ଚତୁର୍ଥ ଦିନରେ ସ୍ଥିତି ବେଶ ନିୟନ୍ତ୍ରଣରେ ରହିଛି କାରଣ ଜଣେ ସୁଦ୍ଧା ନୂଆ ପଜିଟିଭ ଚିହ୍ନଟ ହୋଇନାହିଁ । ଗତ ପାଞ୍ଚ ଦିନ ଧରି ପ୍ରତିଦିନ ୨୦ରୁ ୨୫ ନୂଆ ପଜିଟିଭ ଚିହ୍ନଟ ହେବାରୁ ସ୍ଥିତି ଉଦବେଗଜନକ ରହିଥିଲା,
Read More...

କରୁଣାକର ରାଇକାଙ୍କ ବିୟୋଗରେ ଜିଲ୍ଲା ଓଏଏସ୍ ସଂଘର ଶୋକସଭା

ବଲାଙ୍ଗୀର,୨୫/୭- କରୋନା ସଂକ୍ରମଣ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କରୁଣାକର ରାଇକାଙ୍କ ଅମର ଆତ୍ମାର ସଦଗତି କାମନା କରି ଜିଲ୍ଲା ଓଏଏସ୍ ସଙ୍ଘ ତରଫରୁ ଓଏଏସ୍ ସଙ୍ଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗୀରଙ୍କ ସଭାପତିତ୍ୱରେ
Read More...

ଜହ୍ନାପଙ୍କ ଓ ମଧୁପୁର ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୨୫/୭ - ଗତକାଲି ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ମଧୁପୁର ଛକ ଓ ଜହ୍ନାପଙ୍କ ଅଂଚଳରୁ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମଧୁପୁର ଛକ ଓ ତତସଂଲଗ୍ନ ୫୦୦ ମିଟର୍
Read More...

ରାଜ୍ୟରେ ଆଜି ୧୩୨୦ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫/୭ - ଆଜି ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୭ ଓ ସ୍ଥାନୀୟ ସଂକ୍ରମଣ ୪୩୩ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୪୦୧୩ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୧୫,୨୦୦ ସୁସ୍ଥ ହୋଇଛନ୍ତି । ୮୬୫୦ ଏବେବି
Read More...

ରାଜ୍ୟରେ ଆଜି ୧୩୨୦ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫/୭ - ଆଜି ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୭ ଓ ସ୍ଥାନୀୟ ସଂକ୍ରମଣ ୪୩୩ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୪୦୧୩ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୧୫,୨୦୦ ସୁସ୍ଥ ହୋଇଛନ୍ତି । ୮୬୫୦ ଏବେବି
Read More...