ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା ସବୁଠୁ ବଡ କର୍ତ୍ତବ୍ୟ : ଅଞ୍ଜୁମ୍‌

ନୂଆଦିଲ୍ଲୀ : ଭାରତ ମହାବିପଦରେ ସମ୍ମୁଖୀନ ହୋଇଛି । ପ୍ରତିଦିନ ଲୋକେ କରୋନା ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ପରବର୍ତ୍ତୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରତ୍ୟେକ ଖେଳାଳି ଦେଶର ଲୋକମାନଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍ । କାରଣ କରୋନାରୁ
Read More...

ଭଦ୍ରକରେ ଲକଡାଉନକୁ ମାନୁନାହାନ୍ତି ଲୋକେ ! ଏମିତି ରଖୁଛନ୍ତି ସାମାଜିକ ଦୂରତା

କୋଭିଡ -19 ର ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିବା ସହ ପ୍ରତିଦିନ ସଚେତନତା କରାଯାଉଛି।ସଂକ୍ରମଣ ଉପରେ ରୋକ ଲଗେଇବାକୁ ସାମାଜିକ ଦୂରତ୍ବକୁ ପ୍ରଧାନ୍ୟ ଦେଇ ଲକଡାଉନ ପରେ ସଟଡାଉନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ କିଛି ସମୟ
Read More...

୨୦ ନିୟୁତ ମାସ୍କ ବାଣ୍ଟିବ “ଆପଲ୍‌’

ନ୍ୟୁୟର୍କ: ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଚାହିଦା ଅନୁସାରେ ମାସ୍କ ଯୋଗାଇ ଦିଆଯିବା ସମ୍ଭବ ହେଉନାହିଁ । ଏଥିପାଇଁ ବିଭିନ୍ନ ଦେଶର ସରକାର ବଡବଡ କଂପନୀ
Read More...

ଗୋଟିଏ ହସ୍ପିଟାଲରେ ୨୬ନର୍ସ ଓ ଏକାଧିକ ଡାକ୍ତର କରୋନା ଆକ୍ରାନ୍ତ

ମୁମ୍ବାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତରଖାନାଗୁଡିକରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହାର ଉଦାହରଣ ଗତ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଛି । ମୁମ୍ବାଇରେ ଥିବା କେବଳ ଗୋଟିଏ ହସ୍ପିଟାଲରେ ୨୬ଜଣ ନର୍ସ ଓ ଏକାଧିକ
Read More...

୧୩.୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ପାଇଁ ତାଙ୍କ ଦରମାର ୩୦ ପ୍ରତିଶତ ଅର୍ଥାତ୍ ୧୩.୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ମାର୍ଚ୍ଚ ୨୦୨୦ରୁ ଆସନ୍ତା ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କ ଦରମାରୁ ୩୦ ପ୍ରତିଶତ ଲେଖାଏଁ
Read More...

ରାଜ୍ୟରେ ତୃତୀୟ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେଲା କାର୍ଯ୍ୟକ୍ଷମ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ସରକାରୀ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ୫୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୫ଟି ଆଇସିୟୁ ରହିଛି । ଏମ୍‌ସିଏଲ୍ ସହାୟତାରେ ଏବଂ ସମ୍ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ରାଜିନାମା ସ୍ୱାକ୍ଷର କରିଥିଲେ ।
Read More...

ସୋରିଷ ତେଲ ପାଦରେ ମାରନ୍ତୁ, କ’ଣ ହେବ ଜାଣନ୍ତୁ

ସୋରିଷ ତେଲ ମନୁଷ୍ୟର ବିଭିନ୍ନ କାର୍ଯ୍ୟରେ ଲାଗିଥାଏ । ଖାଲି ରାନ୍ଧିବା ପାଇଁ ଯେ ଏହା ଦରକାର ପଡ଼େ ତା'ନୁହେଁ, ବିଭିନ୍ନ ଔଷଧୀୟ କାର୍ଯ୍ୟରେ ମଧ୍ୟ ଏହା ଲାଗିଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ସବୁଦିନ ଶୋଇବା ପୂର୍ବରୁ ଯଦି ତଳିପାଦରେ ସୋରିଷ ତେଲ ଲଗାଇବେ ତେବେ ଦୃଷ୍ଟି ଶକ୍ତି ବଢ଼ିବା ସହିତ
Read More...

ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ କରି ଦୀପ ଜାଳି ଏକତା ଦେଖାଇଲେ ଗଜପତିବାସୀ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଙ୍କ ବାର୍ତ୍ତାକୁ ସମ୍ମାନ ଦେଖାଇ ରବିବାର ରାତି ନ ଘଣ୍ଟା ରୁ ନ ଟା ନଅ ମିନିଟ ପର୍ଯ୍ୟନ୍ତ ଦୀପ ଟର୍ଚ୍ଚ ମହମବତୀ ଇତ୍ୟାଦି ଘର ଦୁଆର ମୁହଁରେ ଜଳାଇ ଏକତାର ପରିଚୟ ଦେଲେ ଗଜପତି ବାସୀ I ଘରର ସମସ୍ତ
Read More...

କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କଲେ ଅବସରପ୍ରାପ୍ତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ କର୍ମଚାରୀ

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୩୯ଜଣ ରୋଗୀ ଚିହ୍ନଟ
Read More...

ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ
Read More...