ସୁବର୍ଣ୍ଣପୁର : ପୁଣି ୩ ଶିଶୁ ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ୬ ସଂକ୍ରମିତ
ସୋନପୁର : ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଯେଭଳି ଭାବରେ ଦିନକୁ ଦିନ ବୃଦ୍ଧି ପାଉଛି ତାହା ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ଚିନ୍ତା ର କାରଣ ସାଜିଛି।ଆଜିପର୍ଯ୍ୟନ୍ତ ଜିଲ୍ଲା ରେ ସମସ୍ତ ପଜିଟିଭ କେସ୍ ୭୨ ରେ ପହଞ୍ଚି ଥିବାବେଳେ କେବଳ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ!-->…
Read More...
Read More...