ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କୁ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକଙ୍କ ଶୁଭେଚ୍ଛା
ଫୁଲବାଣୀ : ଚଳିତ ବର୍ଷ ରାଜ୍ୟସଭାକୁ ସମଗ୍ର ଦେଶରୁ ୬୧ଜଣ ରାଜ୍ୟସଭା ପାର୍ଥୀ ରୂପେ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ରାଜ୍ୟସଭା ପାର୍ଥୀ ରୂପେ ଓଡିଶାରୁ ୪ଜଣ ମନୋନୀତ ହୋଇ ମାର୍ଚ୍ଚ ୧୯ରେ ପ୍ରମାଣ ପତ୍ର ପାଇବା ପରେ ଏପ୍ରିଲ ୪ତାରିଖରେ ଶପଥ ନେବାର ଥିଲା କିନ୍ତୁ କରୋନା ମହାମାରୀର କବଳରେ!-->…
Read More...
Read More...