ବିଦ୍ୟୁତ ଆଘାତରେ ଯୁବକ ମୃତ
ବୌଦ୍ଧ,୨୪/୭ - ବୌଦ୍ଧ ଥାନା ମୁଣ୍ଡାପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି । ବିଦ୍ୟୁତ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ମୁଣ୍ଡାପଡା ଗ୍ରାମର ଘୁରୁଣ୍ଡୁ କୁମ୍ଭାରଙ୍କ ପୁଅ ଟୁଲୁ କୁମ୍ଭାର (୨୨ ବର୍ଷ ) ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର!-->…
Read More...
Read More...