ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ: ବିମାନ ମଝି ସିଟ୍ ଖାଲି ରହିବ
ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତୀୟଙ୍କୁ ଆଣୁଥିବା ବିମାନ ପାଇଁ ସୁପ୍ରିମ୍କୋର୍ଟ କେତେକ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିମାନଗୁଡ଼ିକର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୬ ପରେ ଏହି ନିୟମ ଲାଗୁ ହେବ । କାରଣ ଏହି ତାରିଖ ଯାଏଁ ବିମାନର!-->…
Read More...
Read More...