ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ହାଟରେ ମାସ୍କ ବଣ୍ଟନକରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆ ଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ!-->…
Read More...
Read More...