ପାରଳା ପୋଲିସ ପକ୍ଷରୁ କୋରନାକୁ ନେଇ ସଚେତନତା ଓ ମାସ୍କ ବଣ୍ଟନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହରର ଜନସାଧାରଣ ମାନଙ୍କୁ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଛନ୍ତି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଲୋକଙ୍କୁ ମାସ୍କ ପିନ୍ଧାଇ!-->…
Read More...
Read More...