11 ମାସର ଦରମା ନ ପାଇ BSNL କାଜୁଆଲ କର୍ମଚାରୀ ହନ୍ତସନ୍ତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL ଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ କାଜୁଆଲ BSNL କର୍ମଚାରୀ ମାନେ 11 ମାସର ଦରମା ପାଇନଥିବା ଅଭିଯୋଗ ହୋଇଛି।ଏହି ବିଷୟରେ SDOଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ଯ କିଛି ପଦକ୍ଷେପ ନେଉନାହାନ୍ତି। ଏବଂ ସରଳ ଭାବରେ କହୁଛନ୍ତି!-->…
Read More...
Read More...