ଲକଡାଉନର ଅର୍ଥ ଏହିଭଳି ଭାବେ ବୁଝିଲେ ଗ୍ରାମବାସୀ : ଘରେ ତାଲା ପକାଇ ବିଲରେ ରହୁଛନ୍ତି
ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ୟର ତେଲେଙ୍ଗାନା ଜିଲ୍ଲା ଅନ୍ତର୍ଗତ କାମାରେଡ୍ଡି ନାମକ ଏକ ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନର ଅର୍ଥକୁ ଗାଁ ଲୋକେ କିଭଳି ଭାବେ ବୁଝିଛନ୍ତି ତାହା ଏହି ଦୃଶ୍ୟ ଦେଖିଲେ ଜାଣିହେବ । ଜାରି ହୋଇଥିବା କଟକଣାକୁ ଲକଡାଉନ ବା ତାଲାବନ୍ଦ!-->…
Read More...
Read More...