ପିଏମ୍ କେୟାର୍ସକୁ ମିଳିତ ଦାନ କଲେ ଖୁଣ୍ଟିଗୋରା ପଞ୍ଚାୟତର ୧୫ଟି ଏସ୍ଏଚ୍ଜି ଗ୍ରୁପ୍
ବୌଦ୍ଧ : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତର ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୬ ହଜାର ଟଙ୍କା ଦାନ କରି ସହାୟତାର ହାତ ବଢ଼ାଇଛନ୍ତି । ଖୁଣ୍ଟିଗୋରା ଭଳି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ମହିଳାମାନେ!-->…
Read More...
Read More...