କଂଗ୍ରେସ ତରଫରୁ ଦାରିଙ୍ଗବାଡ଼ିରେ ସଚେତନତା ସହିତ ମାସ୍କ ବଣ୍ଟନ

ଦାରିଙ୍ଗବାଡ଼ି :ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ତରଫରୁ ଦାରିଙ୍ଗ ବାଡ଼ି ଅଂଚଳରେ କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ସଚେତନତା କରାଯିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି l ବ୍ଲକ କଂଗ୍ରେସର ଯୁବ କର୍ମକର୍ତା ତଥା ସମାଜସେବୀ କାଳୀ ପ୍ରସାଦ ମଲିକଙ୍କ…
Read More...

ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୧୯ରେ ପହଞ୍ଚିଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୭୭ବର୍ଷିୟ ପୁରୁଷ ମଧୁସୂଦନ ନଗର ଅଂଚଳ…
Read More...

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ : ଲକଡାଉନରେ “ୱାନ୍ ନେସନ୍‌, ୱାନ ରାସନ କାର୍ଡ଼’ ଲାଗୁ କର

ନୂଆଦିଲ୍ଲୀ : ବର୍ତ୍ତମାନର ଲକ୍‌ଢାଉନ୍ ସମୟରେ "ୱାନ୍ ନେସନ୍‌, ୱାନ ରାସନ କାର୍ଡ଼' ଯୋଜନା ବ୍ୟବହାର କରିବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏହି ଯୋଜନା ସାମୟିକ ଭାବେ ଲାଗୁ କରାଗଲେ ପ୍ରବାସୀ…
Read More...

ରାପିଡ୍ ଟେଷ୍ଟ କିଟ୍ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଚାଇନାଠାରୁ ରାପିଡ୍ ଟେଷ୍ଟ କିଟ୍ ଆଣି ପରୀକ୍ଷଣ ବେଳେ ତ୍ରୁଟି ଦେଖାଦେବାରୁ ଭାରତ ସରକାର ନିଜେ କିଟ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାଇନା କିଟ୍‌ଗୁଡ଼ିକ ତ୍ରୁଟିପୂର୍ଣ୍ଣ ଥିବାରୁ ଭାରତ ସରକାର ସମସ୍ତ ପ୍ରକାରର ଅର୍ଡ଼ରକୁ ବାତିଲ୍ କରିଦେଇଛନ୍ତି । ଚାଇନାର ଅର୍ଡ଼ର…
Read More...

ସଂକ୍ରମଣ ରୋକିବା ପାଇଁ ଗାତ ଖୋଳିଲେ ଓ ପାଚେରୀ ଛିଡ଼ାକଲେ

ଚେନ୍ନାଇ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଗୋଟିଏ ଗାଁର ଲୋକଙ୍କୁ ଅନ୍ୟ ଗାଁରେ ପୂରାଇ ନଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ସତ; କିନ୍ତୁ ବ୍ୟକ୍ତିଗତ ଭାବେ ଗାଁ ଲୋକମାନେ ପ୍ରବେଶ ରୋକିବା ପାଇଁ ଯେଭଳି ପନ୍ଥା ଅବଲମ୍ବନ କରୁଛନ୍ତି, ତାହା ଅନେକଙ୍କୁ ଚକ୍କିତ କରିଛି । ତାମିଲନାଡୁର…
Read More...

ଲକ୍ ଡାଉନ୍ ଥିବା ସମୟରେ 32 ଆଦିବାସୀ ପରିବାର ଉଚ୍ଛେଦ ଘଟଣା : ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ନିନ୍ଦା,…

ଖପ୍ରାଖୋଲ : ସମଗ୍ର ଦେଶରେ କରୋନା ବିପତ୍ତି ସମୟରେ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ଥିବା ସମୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଜୁଗ ସାଇପାଟଣା ପଞ୍ଚାୟତ ଗ୍ରାମ ରେ ୩୨ ଆଦିବାସୀ ପରିବାର ବସବାସ ଦୀର୍ଘ ଦିନ ଧରି ରହୁଥିବା ବେଳେ ଗତ ୨୪.୪.ରେ କଲାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ରେଞ୍ଜ ତଥା…
Read More...

ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ : ପ୍ରବାସୀ ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।ଓଡିଶାକୁ ଫେରୁଥିବା ସବୁ ଯୋଗ୍ୟ…
Read More...

ଓଡିଶା ବାହାରେ ଅଟକ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ କାର୍ଯ୍ୟ ଜାରି ରଖିଛନ୍ତି

ଭୁବନେଶ୍ୱର : ଓଡିଶା ବାହାରେ ଅଟକ ପଡିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ସହାୟତା କେନ୍ଦ୍ର ସ୍ଥାପନ କରାଯିବା ସହିତ…
Read More...

କୋଭିଜ-୧୯ ପରିଚାଳନା ପାଇଁ ଜିଲ୍ଲାୱାରୀ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ ୧୯ର ସୁପରିଚାଳନ ପାଇଁ ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ସହର ପାଇଁ ବରିଷ୍ଠ ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର,…
Read More...