ବିର୍ସା ମୁଣ୍ଡା ଅଟୋସଂଘ ପକ୍ଷରୁ ରକ୍ତଦାନ ସହ ମାସ୍କ, ସାବୁନ୍ ଓ ଖାଦ୍ୟ ବଣ୍ଟନ।

ରାଇକିଆ: କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ବିର୍ସା ମୁଣ୍ଡା ଅଟୋ ସଂଘର ସଦସ୍ୟ। କନ୍ଧମାଳ ଜିଲ୍ଲା ପୁଲିସର ନିର୍ଦ୍ଦେଶ କ୍ରମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଜିଲ୍ଲାରେ ରକ୍ତର ଅଭାବ ଦେଖା ଯାଇଥିବା
Read More...

କରୋନା ପ୍ରତିରୋଧକ ମାସ୍କ ଓ ସାନିଟାଇଜର ବଣ୍ଟନ

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କରୋନା ଏବେ ସମଗ୍ର ବିଶ୍ଵରେ ମହାମାରୀ ର ଭୂମିକା ନେଇଛି । ଏଥିପାଇଁ ଆମ ଦେଶ ଓ ରାଜ୍ୟ ମଧ୍ୟ ସଜାଗ ରହି ନିଷ୍ଠାର ସହ ସାମାଜିକ ଦୁରତ୍ଵ ରକ୍ଷା କରିବା କ୍ଷେତ୍ରରେ ଲକ୍ ଡାଉନ୍ ଜନିତ ପ୍ରତିବନ୍ଧକ ସମୟରେ ଖାଦ୍ୟ ଗଣ୍ଡିଏ ନ ପାଇ ଭୋକ ଉପାସ ରେ କାଳ କାଟୁଥିବା ଦିନ
Read More...

ମସଜିଦ ପାଲଟିଲା ସୁପର ମାର୍କେଟ

ଇସ୍ତାନବୁଲ୍: ତୁର୍କୀରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଅନେକଙ୍କୁ ଚକ୍କିତ କରିଛି । ଇସ୍ତାନବୁଲ୍ଠାରେ ଥିବା ଏକ ମସଜିଦ ଏବେ ସୁପର ମାର୍କେଟରେ ପରିଣତ ହୋଇଛି । ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିପାରୁଛି । ପାସ୍ତାଠାରୁ ଆରମ୍ଭ କରି ପାଣି ବୋତଲ, ବିସ୍କୁଟ ଭଳି
Read More...

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ସେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି କରୋନା ପଜିଟିଭ
Read More...

୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା
Read More...

ପ୍ରତ୍ୟାହୃତ ହେଲା ଡାକ୍ତରଙ୍କ ଆନେ୍ଦାଳନ

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ ଆଜି ପ୍ରତିକାତ୍ମକ ଆନେ୍ଦାଳନ ଡାକରା ଦେଇଥିଲା । ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ସଂଘ ଆନେ୍ଦାଳନରୁ ଆଜି ଓହରି ଆସିଛି । ଫଳରେ ଦେଶ ଏକ
Read More...

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍
Read More...

ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ:…

ଭୁବନେଶ୍ୱର, : "ଇନଟାଞ୍ଜିବଲ କଲଚରାଲ ହେରିଟେଜ' ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି
Read More...

ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ
Read More...