ଯାଜପୁରରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ

0 213

ଭୁବନେଶ୍ୱର : ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ଯାଜପୁର ଜିଲ୍ଲା ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ଜିଲ୍ଲାରୁ ଆଜି ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସକାଳେ ୩ଜଣ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ୧୪ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ବିଭିନ୍ନ ରାଜ୍ୟରେ ଥିବା ଓଡିଆ ଶ୍ରମିକମାନଙ୍କୁ ଆଣିବା କାର୍ଯ୍ୟ ଆରମ୍ଭ କରିଦେଇଥିବାରୁ ଆଗକୁ ପରିସ୍ଥିତି ଆହୁରି ଉଗ୍ରରୂପ ଧାରଣ କରିବ ବୋଲି କେତେକ ରାଜନୈତିକ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 12 =