ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ
ପୁରୀ : ପୁରୀ ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ସୁଆଣ୍ଡ ବ୍ରିଜ ନିକଟ ସାଗରସ୍ନାନ ମେଣନ ପଡିଆ ନିକଟରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । ଆହତ ଅପରାଧୀ କାଳୁ ଭୋଳର ଘର ହେଉଛି ପୁରୀ ସଦର ବାଟଗାଁ । ବିଶେଷ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଆଇଆଇସି!-->…
Read More...
Read More...