ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୦୦ଟି ଷ୍ଟେସନରେ ୱାଇ-ଫାଇ ସେବା ଉପଲବ୍ଧ
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତଥା ୨୦୧୮ ଏପ୍ରିଲ ମାସ ପହିଲା ଠାରୁ ୨୦୧୯ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଅଛି I ଏହାର ପୂର୍ବ ବର୍ଷରେ ପୂର୍ବତଟ ରେଳପଥରେ ୫୯ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା!-->…
Read More...
Read More...