ନିମାପଡା ବିଧାୟକଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିବା ବିଜେଡି ନେତ୍ରୀ ସାଇବର ଥାନାର ହେଲେ ଦ୍ୱାରସ୍ଥ
ପୁରୀ : ନିମାପଡ଼ା ବିଧାୟକ ସମୀର ଦାଶଙ୍କ ବିରୋଧରେ ହତ୍ୟା ଉଦ୍ୟାମ ଅଭିଯୋଗ ଆଣିଥିବା ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ପୁଣି ପୁରୀ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ ସମୀର ଦାସଙ୍କ କିଛି ସମର୍ଥକ ତାଂକ ସୋସିଆଲ ମିଡ଼ିଆରୁ ଫଟୋ ନେଇ ସୋସିଆଲ ମିଡ଼ିଆରେ ଅଶ୍ଳୀଳ!-->…
Read More...
Read More...