ସାଇବର ସୁରକ୍ଷା ସଚେତନତା

ଚମ୍ପୁଆ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବର୍ଗର ଲୋକମାନେ ହୋଉଥିବା ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଯାତ୍ରା ମାଧ୍ୟମରେ ଓଡିଶାର ୩୧୪ ଟି ବ୍ଲକ୍‌ରେ ତଥା ଥାନା ଅଂଚଳରେ ଜନସାଧରଣଙ୍କୁ ସଚେତନ କରିବା ଆରମ୍ଭ କରାଯାଇଛି । ଏକ ସଚେତନତା ବାର୍ତା ବହନ
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି ଟାଉନ ହଲ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର
Read More...

ରାସ୍ତା କଡକୁ ପଶିଗଲା ଟ୍ରଲର,ଅଳ୍ପକେ ବର୍ତ୍ତିଲା ଜନସେବା କେନ୍ଦ୍ର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତଗର୍ତ କାଳିକାପ୍ରସାଦଠାରେ ଆଜି ଅପରାହ୍ନରେ ରାସ୍ତା କଡକୁ ଏକ ଟ୍ରଲର ପଶିଯିବାରୁ ଅଳ୍ପକେ ନିକଟରେ ଥିବା ଜନସେବା କେନ୍ଦ୍ର ଓ ଜନ ସାଧାରଣ ବର୍ତ୍ତୀ ଥିବା ଜଣାଯାଇଛି । ମଦୁଆ ଟ୍ରଲର ଡ୍ରାଇଭର ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ବେଳେ ବାରମ୍ବାର କାଳିକାପ୍ରସାଦ ଠାରେ
Read More...

ଆଠଗଡ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ଼ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ପଂଚାୟତ ଠାରୁ ଆରମ୍ଭ ହୋଇ ମାହାଳପଡ଼ା, କାପ୍ତାବରାଇ, ଘଣ୍ଟିଖାଲ, ନିଧିପୁର, ଜେନାପୁର,ଗୋପାଳପ୍ରସାଦ, ଧୁରୁଷିଆ, ଗଜାମ୍ବ ,ଜଗମୋହନପୁର, କେଉଟପଡା, ବନ୍ଧହଟା, ବାଲିସାହି, କଟକିଆ ସାହି,
Read More...

ସମ୍ବଲପୁର ଫୁଟବଲ୍‌ ଏକାଡେମୀରେ “ଫିଫା ଫୁଟବଲ୍‌ ଫର୍‌ ସ୍କୁଲ’ର ଦ୍ୱି-ଦିବସୀୟ କର୍ମଶାଳା

ସମ୍ବଲପୁର:ବିଦ୍ୟାଳୟ ସ୍ତରରେ ଫୁଟବଲକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବଲ ଆସୋସିଏସନର ଅନ୍ତଃରାଷ୍ଟ୍ରୀୟ ମହାସଂଘ ବା ଫିଫା ପକ୍ଷରୁ "ଫୁଟବଲ୍‌ ଫର୍‌ ସ୍କୁଲ' ନାଁ'ରେ ଆନ୍ତର୍ଜାତୀୟ ଯୋଜନା ହାତକୁ ନିଆଯାଇଛି । ଏଥିରେ ପୃଥିବୀର ବିଭିନ୍ନ ଦେଶର ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶାରୀରିକ
Read More...

ଗୁମାପଦରରେ କବାଡି ପ୍ରତିଯୋଗୀତା ଉଦଯାପିତ : ଗୋଛପଡା ଚାମ୍ପିଅନ

ବାଲିଗୁଡ଼ା, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଗୁମାପଦର ସ୍ଥିତ ଶ୍ରୀ ଜଗନ୍ନାଥ ଯୁବକ ସଂଘ ଆନକୂଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଆଠ ଦିନ ଧରି ଆୟୋଜିତ ହେବା ପରେ ମଙ୍ଗଳବାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ବେଲପଡ଼ାରେ ମିଶନ ଇନ୍ଦ୍ରଧନୁଷ ସମ୍ପର୍କିତ କର୍ମଶାଳା

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ୟୁନି ସେଫର ସହାୟତାରେ ଗ୍ରାମର ପ୍ରଭାବ ଶାଳୀ ବ୍ୟକ୍ତି ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Read More...

ପ୍ରହସନ ପାଲଟିଛି “ସ୍ୱଚ୍ଛତା ହିଁ ସେବା’ ; ପ୍ରଥମେ ଅଳିଆ ପକାଇଲେ, ପରେ ସଫା କଲେ(ଭିଡିଓ)

ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ଆଳରେ ପ୍ରହସନ । ପ୍ରଥମେ ଅଳିଆ ପକାଇଲେ ପରେ ସେହି ଅଳିଆକୁ ସଫା କରି ବାହାବା ନେଲେ । ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏ ଦୃଶ୍ୟ ହେଉଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର । ଗାନ୍ଧି ଜୟନ୍ତୀରେ ମେଡିକାଲ ଆଉଟଡୋର ନିକଟରେ ଆୟୋଜିତ
Read More...

କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ପୁରୀ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କରେ ଆବେଦନ କରିପାରିବେ ହବିଷ୍ୟାଳି। ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ
Read More...

ତାଲା ବନ୍ଦ ଘରୁ ଚୋରି ଘଟଣାରେ ୪ଗିରଫ

ବ୍ରହ୍ମପୁର: ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ
Read More...