କଳହର କରୁଣ ପରିଣତି,ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ
ମହାରାଷ୍ଟ୍ରର ଥାନେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ସ୍ବାଦିଷ୍ଟ ଖାଦ୍ୟ ନବନାଇଥିବା କାରଣରୁ ତାଙ୍କ ପୁଅ ତାଙ୍କୁ ଜୀବନରୁ ମାରି ଦେଇଥବା ଅଭିଯୋଗ ହୋଇଛି।ମାଆ ଖାଇବା ଦେବା ପରେ ଭଲ ଲାଗୁନାହିଁ ବୋଲି କହି ପ୍ରଥମେ ପୁଅ ଯୁକ୍ତି କରିବା ଆରମ୍ଭ କରିଥିଲା। ଯୁକ୍ତିତର୍କ!-->…
Read More...
Read More...