ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ
ମହଙ୍ଗା ପଡ଼ିଲା ଏକତରଫା ପ୍ରେମ। ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରିବାବେଳେ ଯୁବକଙ୍କୁ ଧରି ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ। ପରେ ଯୁବକଙ୍କୁ ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ପୀର୍ ପଡ଼ିଆରେ।ଆଜି କମର୍ଦା ଥାନା ଅନ୍ତର୍ଗତ ପୀର୍!-->…
Read More...
Read More...