ବିବାଦୀୟ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC
କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ। ଏହାକୁ ନେଇ ଆଜି ତାଙ୍କୁ ଇସି!-->…
Read More...
Read More...