ମୋକିମ ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ମେଗା ସୋର୍ଟ୍ସ କ୍ରାନିଭାଲ-୨୦୨୩ ଆୟୋଜିତ
କଟକ: ଆଜି ଅପରାହ୍ନରେ ହୋଟେଲ ବ୍ଲୁ ଲାଗୁନରେ ମୋକିମ ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନ ଟ୍ରଷ୍ଟି ସୋଫିୟା ଫିର୍ଦୋଷଙ୍କ ପୌରହିତ୍ୟରେ ଆଗାମୀ ତିନି ଦିନି ଧରି ହେବାକୁ ଥିବା ମେଗା ସୋର୍ଟ୍ସ କ୍ରାନିଭାଲ-୨୦୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ । ନଭେମ୍ବର ମାସ ୨୪, ୨୫ ଓ ୨୬!-->…
Read More...
Read More...