ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ
Read More...

ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ, ଠାରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଚତୁର୍ଥଦିନରେ

ବୌଦ୍ଧ,୨୫/୯:- ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଜି ଚତୁର୍ଥ ଦିନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଣ୍ଡାପଡ଼ା ଓ ବଘିଆପଡ଼ା ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ମଦ ବିରୋଧି ଆନ୍ଦୋଳନ ନେଇ ତେଜିଲେ ମହିଳା, ଭାଙ୍ଗିଲେ ମଦ ଭାଟି,କଲେ ସଚେତନ

ଘୁ ଉଦୟଗିରି:ସ୍ଥାନୀୟ ବ୍ଲକ ଅଧିନରେ ଥିବା କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୫ଖଣ୍ଡ ଗ୍ରାମର ମହିଳା ମିଳିତ ଭାବେ ମଦ ବିରୋଧ ଅନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ରନ୍ଧା ହେଉଥିବା ମହୁଲି ମଦକୁ ବିଭିନ୍ନ ବର୍ଗର ଲୋକେ ପାନ
Read More...

ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧର କୃତିତ୍ୱ

ବୌଦ୍ଧ,୨୩/୯:- ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜନତା ଉଚ୍ଚ଼ ବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ୨୦୨୩/୨୪ର ପ୍ରଥମ ଦିବସରେ ବୌଦ୍ଧର ୧୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ସୁରଜ କୁମାର ମେହେର ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ଇଣ୍ଡିଆନ
Read More...

ବୌଦ୍ଧଜିଲ୍ଲା ବିଜେପିର ବୁଥ ସଶକ୍ତି କରଣ ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା

ବୌଦ୍ଧ,୨୩/୯:- ବିଜେପି ଯୁବମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜିଙ୍କ ଜନ୍ମଦିନ ପାଳନ ଅବସରରେ ବିଜେପିର ସେବା ସପ୍ତାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ
Read More...

ସମ୍ବଲପୁର ପ୍ରେସ କ୍ଲବରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର: ସମ୍ବଲପୁର ପ୍ରେସ କ୍ଲବରେ ସ୍ଥାନୀୟ ସିଦ୍ଧି ବିନାୟକ ପୂଜା କମିଟି ପକ୍ଷରୁ ଆଜି ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ହେବ ପ୍ରତିବର୍ଷ ଗଣେଶ ପୂଜା ଅବସରରେ ରକ୍ତଦାନ କରି ଅନୁଷ୍ଠାନର ଯୁବକ ମାନେ ସମାଜ ପାଇଁ ନିଜର ଉତ୍ତରଦାୟୀତ୍ୱ ନିର୍ବାହନ
Read More...

ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଶୀ ଦିଅ : ବିଜେପି

ରାୟଗଡା: ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଜିଲ୍ଲାରେ ତାଙ୍କ କଲ୍ୟାଣ ବିଭାଗ ଅଧିନସ୍ଥ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଲଜ୍ଜାଜନକ ଘଟଣାକୁ ନିନ୍ଦା କରି
Read More...

ରୋଟାରୀ କ୍ଲବ ପକ୍ଷରୁ ମା ଓ ଶିଶୁ ସୁରକ୍ଷା ସଚେତନତା

ଫୁଲବାଣୀ : ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଲୁହୁରୁବାଲି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଶନିବାର ମା ଓ ଶିଶୁ ର ଯତ୍ନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ରୋଟାରୀ କ୍ଲବ ସଭାନେତ୍ରୀ ଶ୍ରୀମତୀ ବୀରା ଜିନି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା
Read More...

ଫୁଲୁଛି ମହାନଦୀ,ଜଗନ୍ନାଥ ସଡକ ଯୋଗାଯୋଗ ବିଚ୍ଛିନ୍ନ

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ର ନଦୀକୁଳିଆ ଅଞ୍ଚଳରେ ମହାନଦୀର ତୃତୀୟ ବନ୍ୟାଜଳ ପ୍ରବାହିତ ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ମହାନଦୀ ହୀରାକୁଦ ମାଟିବନ୍ଧରୁ ୨୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
Read More...