ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି । ଭିଡ ଭିତରେ ଆଜି ଶ୍ରୀମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ୱାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ
Read More...

କୋକାକୋଲା ଫାଉଣ୍ଡେସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦଶପଲ୍ଲା : କୋକାକୋଲା ଫାଉଣ୍ଡେସନ ପ୍ରକଳ୍ପ ଉନ୍ନତି ଅମ୍ରିତ ସ୍ୱଦେଶୀ ଅନୁଷ୍ଠାନ ପକ୍ଷରୁ ଦଶପଲ୍ଲା ବ୍ଲକ୍‌ , ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ମର୍ଦ୍ଦାବାଡି ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୧୦ ଏକର ଜମି ଚିହ୍ନଟ କରାଯାଇ ଡେମୋନଷ୍ଟ୍ରେସନ ଆରମ୍ଭ ହୋଇଛି
Read More...

ଟ୍ରେନ୍‌ ଟ୍ରାଜେଡି : ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ
Read More...

ଭୟଙ୍କର ଟ୍ରେନ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ବାଲିଗୁଡ଼ା ସାମ୍ବାଦିକ ସଂଘ…

ବାଲିଗୁଡ଼ା: ବାଲେଶ୍ୱର ଜିଲ୍ଲାର ବାହାନାଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଏହି ଦୁଃଖଦ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଶୋକ ଦିବସ ପାଳନ କରୁଥିବା ବେଳେ
Read More...

ନିମଖଣ୍ଡି ଶିବ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୁକୁଡାଖଣ୍ଡି :ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ମଧ୍ୟରେ ରହିଥିବା ଶିବ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର କରିଛି ନିମଖଣ୍ଡି ଥାନା ପୋଲିସ । ମୃତ ବ୍ୟକ୍ତି ଜଣକ ନିମଖଣ୍ଡି ସାହୁ ସାହିର ସୁରେନ୍ଦ୍ର ରଥ(୪୫)ସେ ଦୈନିକ ଶିବ ମନ୍ଦିର ପାର୍ଶ୍ୱରେ ବସିରହୁଥିବା
Read More...

ବଜ୍ରାଘାତରେ ଦୁଇଗୋରୁ ମୃତ, ସରକାରୀ ସହାୟତା ପାଇଁ ଚାଷୀଙ୍କ ଦାବି

ହରଭଙ୍ଗା,୩/୬- ଗ୍ରୀଷ୍ମ ପ୍ରଭାବ ଗୋଟିଏ ପଟେ ବ୍ୟତିବ୍ୟସ୍ତ କରୁଥିବାବେଳେ ହଠାତ ବଜ୍ରାଘାତରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଶନିବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ କିରାମାସ୍କା ଗ୍ରାମର ଚାଷୀ ଧନେଶ୍ୱର
Read More...

କରକମଳ ଏକ୍ସପ୍ରେସ ଆହତଙ୍କୁ ରକ୍ତଦେଲେ ବୌଦ୍ଧ ସ୍ୱେଚ୍ଛାସେବୀ

ହରଭଙ୍ଗା,୩/୬- ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଲୋମହାର୍ଷଣକାରୀ କରକମଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ଓ ଯାତ୍ରୀମାନଙ୍କ ମୃତ୍ୟୁ ସାରାଦେଶରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆହତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବହୁତ ଅନୁଷ୍ଠାନ ଦୁର୍ଘଟଣା
Read More...

ଜାମୁସାହି ବସ୍‌ଷ୍ଟାଣ୍ଡରେ ଧରାଗଲା ୨୨ କେଜି ଗଞ୍ଜେଇ

ଦଶପଲ୍ଲା,୩/୬: - ଆଜି ବାଣିଗୋଛା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବାଣିଗୋଛା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାମୁସାହି ବସଷ୍ଟାଣ୍ଡରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ତନଖି କରିବାବେଳେ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଧରାପଡିଥିବା ବ୍ୟକ୍ତି ଜଣକ ହେଲେ
Read More...

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ବହୁ ଯାତ୍ରୀ ମୃତାହତ ଆଶଙ୍କା

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର
Read More...

ପାତାଳି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ସୁବର୍ଣ୍ଣପୁର: ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସେହିକ୍ରମରେ ଆସନ୍ତା ୪ତାରିଖରେ ସକାଳ ୫ଘଣ୍ଟାରେ ମଙ୍ଗଳ ଆଳତୀ ୯ଘଣ୍ଟାରୁ ଧାଡ଼ି ପହଣ୍ଡି ପୂର୍ବାହ୍ନ୧୧ଘଣ୍ଟାରୁ ଶ୍ରୀଜିଉ ମାନଙ୍କ
Read More...