ଦୁର୍ଘଟଣା ପରେ ଗାଡି ଛାଡି ଫେରାର, ଗଞ୍ଜେଇ କାରବାର ସନ୍ଦେହ
ହରଭଙ୍ଗା :ଜଗନ୍ନାଥ ସଡ଼କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡି ଛାଡି ସମସ୍ତେ ଫେରାର । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପ୍ରଗଳପୁର ତସଲା ପଡିଆ ନିକଟବର୍ତ୍ତୀ ପୋଲରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡି ୧୯ଏଲ୍୮୭୭୯ ନମ୍ବର ବିଶିଷ୍ଟ ଏକ କାର ଦୁର୍ଘଟଣା ଘଟିଥିଲା ।!-->…
Read More...
Read More...