ପତ୍ନୀ ସୀତା,ଅନୁଜ ଲକ୍ଷ୍ମଣଙ୍କ ସହ ଶ୍ରୀରାମଙ୍କ ବନବାସ
ଓଡ଼ଗାଁ : ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ମଙ୍ଗଳବାର ଥିଲା ଷଷ୍ଠ ସନ୍ଧ୍ୟା । ସନ୍ଧ୍ୟା ବେଶ ଦର୍ଶନରେ ପ୍ରଭୁଙ୍କୁ ସପତ୍ନୀକ ଅନୁଜ ଲକ୍ଷ୍ମଣଙ୍କ ସହିତ ବନଗମନ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଦଶରଥଙ୍କ ଆଜ୍ଞାନୁସାରେ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ସତ୍ୟ,!-->…
Read More...
Read More...