ଆଜିଠାରୁ ହୀରାକୁଦରେ ଆୟୋଜିତ ହେବ ଜାତୀୟ ସ୍ତରର ସାଂସ୍କୃତିକ ଉତ୍ସବ

ସମ୍ବଲପୁର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆସନ୍ତା ଆଜିଠାରୁ ୧୯ ପର୍ଯ୍ୟନ୍ତ ହୀରାକୁଦ ସ୍ଥିତ ଜବାହର ଉଦ୍ୟାନ
Read More...

ଦିବ୍ୟାଙ୍ଗ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଉଦଯାପିତ

ଜହ୍ନାପଙ୍କ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ,ବୌଦ୍ଧ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ କନ୍ଧଧ୍ରୁମାଲ ସ୍ଥିତ କାର୍ଡ ଏନ୍‌.ଜି.ଓର ସୁରେଖାଦେବୀ ବୃଦ୍ଧାଶ୍ରମଠାରେ ଜିଲ୍ଲାର ୩୨ ଜଣ ଦିବ୍ୟାଂଙ୍ଗ ବ୍ୟକ୍ତିଙ୍କୁ ନେଇ
Read More...

ହରଭଙ୍ଗା ବ୍ଲକରେ ଅଦିନିଆ ଝଡ଼ ତୋଫାନ ସହ କୁଆ ପଥର ବର୍ଷା

ହରଭଙ୍ଗା : ହରଭଙ୍ଗା ବ୍ଲକରେ ଗୁରୁବାର ଅପରାହ୍ନ ସମୟରେ ହଠାତ ଅଦିନିଆ ଝଡ଼ ତୋଫାନ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଝଡ଼ ତୋଫାନରେ ଚାରିଛକ-ଛତ୍ରଙ୍ଗ ରାସ୍ତାର କେତେକ ସ୍ଥାନରେ ଗଛ ଖୁଣ୍ଟ ଭାଙ୍ଗି ରାସ୍ତାରେ ପଡ଼ିଥିବା ବେଳେ କୋରଡା କୋଠା ନିକଟରେ ମଧ୍ୟ ଗଛ ଭାଙ୍ଗି ରାସ୍ତା
Read More...

୨୬୭ ବୋତଲ କଫ୍‌ ସିରଫ ଜବତ୍‌ : ଜଣେ ଗିରଫ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ତମିଆଁ ବଜରଙ୍ଗବଳୀ ଛକରୁ ୨୬୭ ବୋତଲ କଫ ସିରଫ ଜବତ୍‌ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜିନ ରଣାଙ୍କ ପୁଅ ସୁମିତ (୨୨) ବୋଲି ଜଣାପଡିଛି । ଏହା ପରେ ଅବକାରୀ ବିଭାଗ ସୁମିତ
Read More...

ଶ୍ରଦ୍ଧା ସଂଜୀବନୀ ଶୁଭାରମ୍ଭ କଲେ, ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶନ ପରେ ପ୍ରଥମଥର ପାଇଁ ଗତ ୫ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ
Read More...

ମେ ପହିଲାରୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ । ପୂର୍ବରୁ
Read More...

ଖଡିଆଳ ଓ ସିନାପାଲିଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବି କଲେ ଖଡିଆଳ ବିଧାୟକ

ନୂଆପଡା: ବିଧାନସଭାରେ ଖଡ଼ିଆଳ ଏବଂ ସିନାପାଲି ଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବୀ ରଖିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଜମି ପ୍ରଦାନ କଲେ ଅଗ୍ରାଧିକାର ଭିତ୍ତିରେ ବସଷ୍ଟାଣ୍ଡ ନିର୍ମାଣ ନେଇ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଥିଲେ । ନୂଆପଡା ଜିଲ୍ଲା ଖଡ଼ିଆଳ
Read More...

ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଜିଲ୍ଲା ପ୍ରଶାସନ,ମାରଡ଼ା ଓ ଅତଲସରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଅତଲସରା ଓ ମାରଡ଼ା ଗ୍ରାମରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱସ୍ଥ୍ୟ ଶିବିରରେ ଉଭୟ ଗ୍ରାମର ମୋଟ ୭୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ
Read More...

ମାରଡ଼ା ଓ ଅତଲସରାରେ ପ୍ରାଣୀସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀପାଳନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକର ବନାନିବେଷ୍ଟିତ ଦୁର୍ଗମ ମାରଡ଼ା ଓ ଅତଲସରାରେ ଦୁଇଟି ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ
Read More...

ତହସିଲ ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ

ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଆତ୍ମହୁତି ଉଦ୍ୟମରେ ତାଙ୍କର ଅଧାରୁ
Read More...