୧୦ ଦଫା ଦାବିନେଇ ଓଡିଶା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଦଶପଲ୍ଲା : ଓଡିଶା ଡ୍ରାଇଭର ସଂଘ ତରଫରୁ ସମଗ୍ର ଓଡ଼ିଶାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଦ୍ୱିତୀୟ ଦିନରେ ପହଞ୍ଚି ଥିବାବେଳେ ଡ୍ରାଇଭରଙ୍କ ୧୦ ଦଫା ପୂରଣ ନିମନ୍ତେ ଆଜି ଦଶପଲ୍ଲା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଳକରେ ଧାରଣା ଜାରି ରହିଛି । ଡ୍ରାଇଭରଙ୍କ ବାରମ୍ବାର
Read More...

ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କଲେ ପୂର୍ବତନ ଜିଲ୍ଲା ବିଚାରପତି

ଦଶପଲ୍ଲା : ପ୍ରଖ୍ୟାତ ସଂଗ୍ରାହକ, ପାଠାଗାରର ଆନ୍ଦୋଳନର ପୁରୋଧା ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନରେ ଆସି ପୂର୍ବତନ ଜିଲ୍ଲା ବିଚାରପତି ମହମ୍ମଦ ଅଜମଲ ଓ ପରିବାରବର୍ଗ ନିଜର ପିତା ତଥା ବିଟ୍ରିଶ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସ୍ୱର୍ଗତ ମହମ୍ମଦ ୟାସିନଙ୍କ
Read More...

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଆଗରେ ମୋଦି

ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର । ନୋବେଲ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଆଗରେ ରହିଛନ୍ତି । ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସରେ ଦୋଜ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମୋଦି
Read More...

କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କଲେଜରେ ଉତ୍ତେଜନା ଦେଖାଦେବା ପରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ଦାବିରେ ବାଲିଗୁଡ଼ା-ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି
Read More...

ନାନପୁରରୁ ସନ୍ଦିଗ୍ଧ ପାରା ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଛି । ପାରା ଗୋଡରେ ତିନିଟି ରିଙ୍ଗ ରହିଛି । ଯେଉଁଥିରେ କି ଇଂରାଜୀରେ READY BSP DN ଲେଖାଯାଇଛି । ସେହିପରି ଆଉ ଏକ ରିଙ୍ଗରେ ୩୧ ଲେଖା ଯାଇଛି । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଛି । ଗତ ୮
Read More...

ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘ ଆନ୍ଦୋଳନ, ପୁରୀରେ ଯାତ୍ରୀ ହନ୍ତସନ୍ତ

ପୁରୀ : ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଡ୍ରାଇଭର ମାନଙ୍କ ପାଇଁ ବୀମା, ପେନସନ ସୁବିଧା, ସାମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମ ଘର ନିର୍ମାଣ ସମେତ ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହ
Read More...

ନକ୍ସଲ ପ୍ରବଣ ଅଞ୍ଚଳରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିଏସଏଫ କ୍ୟାମ୍ପର ପରିଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପକୁ କିଛି ଉଚ୍ଚ ପଦସ୍ଥ ଅଧିକାରୀ କ୍ୟାମ୍ପ ପରିଦର୍ଶନ କରିବାକୁ ପହଞ୍ଚିଥିଲେ । ଡିଜି କମାଣ୍ଡ ଅନୁରାଗ ଗାର୍ଗ (ନୟା ରାୟପୁର), ଧନେଶ୍ୱର କୁମାର ଶର୍ମା (ଆଇଜି ଏଫଟିଆର ବିଏସଏଫ ଭୁବନେଶ୍ୱର),
Read More...

ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ, ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ

ବାଲିଗୁଡ଼ା: ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଗତକାଲି ଅର୍ଥାତ୍‌ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଧର୍ମଘଟ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ
Read More...

ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାମ୍ପରକଇଠା ସୋସାଇଟିର କେତେକ ଚାଷୀଙ୍କ ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସର ସଭାପତି ଜି.ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ୩୦ରୁ ଉଦ୍ଧ୍ୱର୍ ଚାଷୀ ଖରିଫ
Read More...

ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଯୋଗୀପଥର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବୁଧବାର ଜଣେ ଅଚିହ୍ନା ମହିଳାଙ୍କ ଗଳିତ ସବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ଆଜି ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା କିଛି
Read More...