ହରଭଙ୍ଗା ବ୍ଲକରେ ମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ବିଭିନ୍ନ ବିଭାଗର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିକାଶ ଉପରେ ଗୁରୁତ୍ୱ ନେଇ ଆଜି ଗୁରୁବାର ଦିନ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମିନିଟଟୁ ମିନଟ ମାରାଥନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକର ପୁରୁଣାକଟକ ପଂଚାୟତ…
Read More...

ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ

ଦଶପଲ୍ଲା : ଦଶପଲ୍ଲା ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ବଶିକ୍ଷା, ନୟାଗଡ଼ ଦ୍ୱାରା ଆୟୋଜିତରେ ୩ ଦିନ ବ୍ୟାପି ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀ କରଣ ତାଲିମ ଶିବିର କରାଯାଇଥିଲା ।…
Read More...

ସମଗ୍ର ଜିଲ୍ଲାରେ ଶିକ୍ଷା ସଚେତନତା ପାଇଁ ଗଡିଲା ଶିକ୍ଷା ସଚେତନତା ରଥ

ନବରଙ୍ଗପୁର : ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଦୈନିକ ଛାତ୍ର ଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ କିପରି ଅଭିବୃଦ୍ଧି ହୋଇପାରିବ, ମୋ ପିଲା ସ୍କୁଲ ଯିବ, ଆମେ ପଢିବା, ଆମେ ଗଢ଼ିବା ଓ ଶ୍ରେଷ୍ଠ ହେବା ମହତ ଉଦ୍ଦେଶ୍ୟ ନେଇ ଶିକ୍ଷା ପାଇଁ ନିଜ ପିଲା…
Read More...

ନେନ୍ଦନ ନାଳସେତୁ ଓ ଦେବନ୍ଧ-କୁରକୁଚ ରାସ୍ତା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଜହ୍ନାପଙ୍କ: ବଘିଆପଡ଼ା-ଶଗଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବାରକୋଡା ଛକରୁ ପାବଳୀପଡ଼ା ରାସ୍ତା ଉପରେ ନିର୍ମାଣ ହୋଇଥିବା ନେନ୍ଦନ ନାଳ ସେତୁକୁ ଆଜି ପଂଚାୟତରାଜ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନୀତ ଅତିଥି ଭାବେ…
Read More...

ଜି. ଉଦୟଗିରି ଓ ଚିକାବାଲି ବିଜେପି ତରଫରୁ ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଜି. ଉଦୟଗିରି : ଜି. ଉଦୟଗିରି ନଗର ଏବଂ ଗ୍ରାମୀଣ ମଣ୍ଡଳ ତରଫରୁ ଆଜି ୪୪ତମ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସ୍ଥାନୀୟ ଗ୍ରାମୀଣ ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳ ଗଠନ କରିବାରେ ବିଶେଷ ଅବଦାନ ରହିଥିବା ମହାନ ବ୍ୟକ୍ତିଙ୍କ…
Read More...

ଜିଲ୍ଲା ପରିଷଦ ଉପ ନିର୍ବାଚନ, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଳକ୍‌ ୧୧ ନମ୍ୱର୍‌ ଜିଲା ପରିଷଦ ଜୋନ ପାଇଁ ଆସନ୍ତା ମେ ୨ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ଆଜି କଂଗ୍ରେସ ପକ୍ଷରୁ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଉପ…
Read More...

ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ : ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀ ସି-ବିଚ୍‌ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲ୍‌ରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅନସ ଭି.କେ । ସେ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଖବର ପାଇବା ପରେ ସି…
Read More...

ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନ ଅନ୍ତର୍ଗତ ବାହାଡ଼ଝୋଲା ଗାଁ ନିକଟରୁ ଗୁରୁବାର ବନବିଭାଗ ଏକ କୁଟୁରା ଛୁଆକୁ ଉଦ୍ଧାର କରିଛି । ଉଦ୍ଧାର ପରେ କୁଟୁରା ଛୁଆଟିର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ନାରିଆମ୍ବା ଜଙ୍ଗଲରେ ଛାଡି ଦିଆଯାଇଥିବା…
Read More...

ଟ୍ରଲର ଚାପାରେ ୪ ବର୍ଷର ଶିଶୁ କନ୍ୟା ମୃତ, ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରଲର

ଚମ୍ପୁଆ : ଚମ୍ପୁଆ ନିକଟବର୍ତ୍ତୀ ଜୟନ୍ତିଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡିଶା ଓ ଝାଡଖଣ୍ଡକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ନିକଟରେ ମା ସହ ଚାଲି ଚାଲି ଯାଉଥିବା ଶିଶୁ କନ୍ୟାକୁ ଗାଡି ନମ୍ବର ଏନ୍‌.ଏଲ୍‌ ୦୧ଜି ୮୭୬୩ ନମ୍ବର ଟ୍ରଲରଟି ଧକ୍କା ଦେବା ସହ ଶିଶୁ କନ୍ୟା…
Read More...

ଖୁବଶୀଘ୍ର ଲୋକାର୍ପିତ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ

ପୁରୀ : ଶ୍ରୀକ୍ଷେତ୍ର ବାସୀଙ୍କର ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି । ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ପୁରୀ ପେଣ୍ଠକଟା ଠାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ଷ୍ଟାଡିୟମ ତଥା କ୍ରୀଡ଼ା କମ୍‌ପ୍ଲେକ୍ସ । ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ଇଣ୍ଡୋର ହଲ୍‌…
Read More...