ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି
ପୁରୀ : ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ପୁରୀ ଜିଲ୍ଲା ବିଜେପି ଜଗନ୍ନାଥଙ୍କ ପାଖରେ ଦୀପ ଜାଳିବା ସହ ମହାପ୍ରଭୁଙ୍କ ପାଖରେ ଦଳ ଓ ଦଳର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହିତ ପୁରୀ ଜିଲ୍ଲା!-->…
Read More...
Read More...