ପୁଣି ୫ ନାବାଳକ ଗାଡି ଚାଳକଙ୍କଠାରୁ ଜୋରିମାନା ଆଦାୟ କଲା ପରିବହନ ବିଭାଗ
ସୁବର୍ଣ୍ଣପୁର: ନାବାଳକଙ୍କ ଗାଡିଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦ । ତେଣୁ ଗତକାଲି ମଧ୍ୟ ପାଞ୍ଚ ଜଣ ନାବାଳକଙ୍କ ଠାରୁ ଗାଡ଼ି ଚାଳନା ପାଇଁ ୧୨୫୦୦୦/- ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନାକରାଯାଇଛି । ଆଜି!-->…
Read More...
Read More...