ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ନୂତନ ସୂଚନା କମିଶନର
ଭୁବନେଶ୍ଵର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ନୂତନ ସୂଚନା କମିଶନର। ଗୁରୁବାର ରାଜ୍ୟ ସରକାର ନୂଆ ସୂଚନା କମିଶନର ଭାବେ ସୁଶାନ୍ତ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏ ନେଇ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଶାନ୍ତ!-->…
Read More...
Read More...