ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍,୨୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ
ବାଲିଗୁଡ଼ା,୩/୨: ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ଜଣେ ଚାଲାଣକାରୀକୁ ଗିରଫ କରିଥିବାବେଳେ ଚାଲାଣକାରୀ ନିକଟରୁ ୨୩କେଜି ୧୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ଦାରିଙ୍ଗବାଡି ପୋଲିସ୍ । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝୀଙ୍କ!-->…
Read More...
Read More...