ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା

ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି…
Read More...

କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ

ଫୁଲବାଣୀ: କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତ ବର୍ଷର ସମ୍ମାନଜନକ ନିମାପଡା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ.…
Read More...

ରତ୍ନ ଭଣ୍ଡାର ଚାବି, ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ବାଲିଗୁଡ଼ା:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ କନ୍ଧମାଳ ଗସ୍ତ ଆଜି କରିଥିଲେ । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ଦିନ ୩ଟା ସମୟରେ ହେଲିକପ୍ଟର ଯୋଗେ ପହଁଚି ପ୍ରଥମେ ଏକ ସାଧାରଣ…
Read More...

ତିଲେଶ୍ୱର କପ ୨୦୨୨ର ଉଦ୍‌ଯାପିତ,ଜାଗା ୟୁନାଇଟେଡ଼ ଭୁବନେଶ୍ୱର ଚାମ୍ପିୟନ

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ତିଲେଶ୍ୱର କପର ଆଜି ଅନ୍ତିମ ଦିବସ ବା ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ବିଏସଏସ ଫୁଟବଲ କ୍ଳବ ଭଦ୍ରକ ଓ ଜାଗା ୟୁନାଇଟେଡ଼ ଫୁଟବଲ କ୍ଳବ ଭୁବନେଶ୍ୱର…
Read More...

ଯୁବ ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଯୁବ ଆଇନଜୀବୀ ତଥା କୋକସରା ବାର ଆସୋସିଏସନର ସମ୍ପାଦକ ଗଗନ ବିହାରୀ ମହାନନ୍ଦଙ୍କ ବୁଧବାର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । କିଛି ମାସ ହେଲା ସେ ଅସୁସ୍ଥ ରହି ମେଡିକାଲରୁ ଆସି ଶ୍ୱଶୁର ଘରେ ରହିଥିଲେ ।…
Read More...

ବଲାଙ୍ଗୀର ଉଡାନ୍‌ ମିଟ୍‌-୨୦୨୨ରେ ମହାମହିମ ରାଜ୍ୟପାଳ,ଏକତା ଓ ସମନ୍ୱୟ ବିକାଶ ମାର୍ଗରେ ଆମକୁ ନେବ

ବଲାଙ୍ଗୀର: ଉଡାନ୍‌ ମିଟ୍‌ ୨୦୨୨କୁ ଉଦଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଶଣେଶୀ ଲାଲ । ବଲାଙ୍ଗୀର ରୋଟାରି କ୍ଳବ୍‌ ଅଫ୍‌ ଏଲାଇଟ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ୍ୟପାଳ । ଉଦଘାଟନ ପରେ ସଭାପତି ରିଙ୍କୁ ପାତ୍ରଙ୍କ ପରିଚାଳନାରେ…
Read More...

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ଆଦିବାସୀ ବହୁଳ ଭାଲିଆପଦର ଗ୍ରାମରେ ନିଆଁ ଲାଗି ରଘୁ ମଳିକ, ଯୋଗି ମଳିକ, ରମେଶ ମଳିକ, ସନ୍ତୋଷ ମଳିକଙ୍କ ଚାରି ବଖରା ଘର ପୋଡି ପାଉଁଶ ହୋଇଯିବା ସହିତ ସମସ୍ତ ଆସବାବପତ୍ର ଓ ଗଛିତ ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ଯାଇଥିଲା । ଖବର ପାଇ…
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟିର ବୈଠକ

ସୁବର୍ଣ୍ଣପୁର -ଆସନ୍ତା ୧୪ ଜାନୁଆରୀ ରୁ ୧୮ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ୱର ସ୍ଥିତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସୁବର୍ଣ୍ଣପୁର ଲୋକମହୋତ୍ସବ ୨୦୨୩ । ଏଥିପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପୌରହିତ୍ୟରେ ସାଂସ୍କୃତିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ଜାନୁଆରୀ ୧ରୁ ପଏଁରୀ ତିହାର :ଯୋଗ ଦେବେ ରାଜ୍ୟ ଓ ରାଜ୍ୟ ବାହାରର ୭୦୦ କଳାକାର

ସୁବର୍ଣ୍ଣପୁର - ସ୍ଥାନୀୟ ପଏଁରୀ ସଭାଗୃହ ଠାରେ ନୃତ୍ୟ, ସଂଗୀତ, ନାଟକ ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ଜାନୁଆରୀ୧ରୁ ୩ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ପଏଁରୀ ତିହାର ୨୦୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ…
Read More...

ଦୁର୍ଘଟଣାରେ ଦମ୍ପତି ଗୁରୁତର

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ନିକଟରେ ସଡକ ଦୁର୍ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର । ଗୁରୁତର ଦମ୍ପତି ହେଲେ ଟିଟିଲାଗଡର ସାଥର୍କ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର । ସ୍ୱାମୀ ସ୍ତ୍ରୀ ଦୁହେଁ ଏକ କାର ଯୋଗେ ପଦ୍ମପୁର…
Read More...