ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ଟାସ୍କଫୋର୍ସ ବୈଠକ

ଫୁଲବାଣୀ :କନ୍ୟା ସନ୍ତାନମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିଲାବେଳେ ପୁଅମାନଙ୍କୁ ସମ୍ପତ୍ତି ବୋଲି ମନେ କରିବା ଭଳି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧୂନିୟମ, ୧୯୯୪ ସମ୍ବନ୍ଧୀୟ ଆଲୋଚନା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ଶେଷକୃତ୍ୟ ସଂପନ୍ନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗାନ୍ଧୀନଗର: ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ…
Read More...

ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ଅଳ୍ପନା ନାୟକ ଓ ସାଥୀଙ୍କ ନୃତ୍ୟ ପରିବେଷଣ

ଭୁବନେଶ୍ୱର :ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶ୍ରୀମତି…
Read More...

ହକି ବିଶ୍ୱକପ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି: ଓଡିଶାରେ ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ ହକି ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପର ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ୱ କରିବେ । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…
Read More...

ଦୁଇଦିନିଆ ଜିଲ୍ଲା ସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ :-କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ…
Read More...

ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ୱାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ,…
Read More...

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଳା ପରିଦର୍ଶନ

ସୁବର୍ଣ୍ଣପୁର: ମାନ୍ୟବର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁ ଯାତ୍ରା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସଠାରେ…
Read More...

ପ୍ରଜାତନ୍ତ୍ରରେ ଆମେ ଶହେ ବର୍ଷ ତିଷ୍ଠି ରହିବାର ଅହଙ୍କାର ଅଶୋଭନୀୟ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି…
Read More...

ମଣ୍ଡେଇ ପଡ଼ିଆକୁ ଆବର୍ଜନା ମୁକ୍ତ କଲେ ମଡେଲ ଡିଗ୍ରୀ କଲେଜର ସ୍ୱେଚ୍ଛାସେବୀ

ନବରଙ୍ଗପୁର:- ଆଜି ନୂତନ ମଣ୍ଡେଇ ପଡିଆରେ ପଡ଼ି ରହିଥିବା ଅଜସ୍ର ପ୍ଲାଷ୍ଟିକ ଜରି, ଏକକ ବ୍ୟବହାର ଗ୍ଲାସ, କପ୍‌, କାଗଜ ଖଣ୍ଡ ତଥା ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁକୁ ସଫେଇ କରିଛନ୍ତି ମଡେଲ ଡିଗ୍ରୀ କଲେଜର ଶତାଧିକ ସ୍ୱେଚ୍ଛାସେବୀ । ଏଥିରେ ସାମିଲ୍‌ ହୋଇଥିଲେ ସାନ ମସିଗାଁ ମେଡିକାଲର ପାଖାପାଖି…
Read More...

ଶେଷ ଦିନରେ ୨ ଦଳର ନାମାଙ୍କନପତ୍ର ଦାଖଲ; ବିଜେଡିରୁ ସିଦ୍ଧେଶ୍ୱରି, କଂଗ୍ରେସରୁ କୁଞ୍ଜବିହାରୀ

ଘୁ.ଉଦୟଗିରି:- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ୱର ୱାର୍ଡ଼ କାଉନସିଲର ନିମନ୍ତେ ହେବାକୁ ଥିବା ଉପନିର୍ବାଚନରେ ଆଜି ଶେଷ ଦିନରେ ଶାସକ ଦଳ ବିଜେଡି ତରଫରୁ କାଉନସିଲର ଆସନ ନିମନ୍ତେ ଆଶାୟୀ ପ୍ରାର୍ଥୀନୀ ଶ୍ରୀମତୀ ସିଦ୍ଧେଶ୍ୱରି ନାୟକ, ଘୁ.ଉଦୟଗିରି ବିଜେଡି ନଗର ସଭାପତି ଗୋପାଳ…
Read More...