ଡିମିରିଝରୀ ହାଇସ୍କୁଲଠାରେ ଓଷ୍ଟାର ଜିଲ୍ଲାସ୍ତରୀୟ ଶିଶୁମେଳା ଉଦଘାଟିତ
ଦଶପଲ୍ଲା : ଆଜି ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନୂଆଗାଁ ବ୍ଳକ ଅନ୍ତର୍ଗତ ଡିମିରିଝରୀ ହାଇସ୍କୁଲଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ନୟାଗଡ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକ ସଂଘର ପତାକା ଉତ୍ତୋଳନ କରିଥିଲେ । ସରପଞ୍ଚ!-->…
Read More...
Read More...