ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ବିଭିନ୍ନ ଯୋଜନାର କଲେ ସମୀକ୍ଷା

ଭବାନୀପାଟଣା: ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଭାରପ୍ରାପ୍ତ ସଚିବ ଆକଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସତ୍ୟବ୍ରତ ସାହୁ ଜିଲ୍ଲାର ବିଭିନ୍ନ ବିଭାଗ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳ ସମ୍ପଦ, ପ୍ରାଣୀ…
Read More...

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ ମୁକାବିଲା। ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଟିତ ହେବ ଫାଇନାଲ ମ୍ୟାଚ। ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି…
Read More...

ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ସବୁ ଦିନ କେଉଁଠି ନା କେଉଁଠି ମୃତଦେହ ଉଦ୍ଧାର କରାଯାଉଛି । ତେବେ ଏହାଭି ଭିତରେ ଜଣେ ପୁଲିସ ବାବୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।…
Read More...

ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ :- ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ସେଥିପାଇଁ…
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ:ପୁରୁଷୋତ୍ତମପୁର ଉପକଣ୍ଠରେ ଥିବା କାଳୀ ମନ୍ଦିର ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗତକାଲି ସକାକେ ମୃତଦେହ ପାଣିରେ ଭାସୁ ଥିବାର ଦେଖି ଲୋକେ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ପାଣି ଭିତରୁ ମୃତ ଦେହ ଉଦ୍ଧାର କରିଥିଲେ । ମୃତକ ଜଣଙ୍କ ହେଲେ…
Read More...

ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ, ୩ ଜଣ ଆହତ

ବାଲିଗୁଡ଼ା,୧୭/୧୨:ଟ୍ରକ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ସମେତ ପୁଅ ଝିଅ ଗୁରୁତର । ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ କ୍ଷତିପୂରଣ ଓ ଦୋଷୀ ବିରୋଧରେ…
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶମେଳା ଉଦଯାପିତ, ୭ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ

ବୌଦ୍ଧ,୧୬/୧୨- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ଦୁଇଦିନ ଧରି ଚାଲିଥିବା ଜିଲ୍ଳାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇଥିବାବେଳେ ସମ୍ମାନୀତ…
Read More...

ଆଇଏଏସ ସ୍ତରରେ ଅଦଳବଦଳ :
ଉଷା ପାଢୀ ହେଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଆଜ ଛୋଟଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଉଷା ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…
Read More...

କଟନି ଛଟନିକୁ ନେଇ ଉଠିଲା ନାହିଁ ମୁଠାଏ ଧାନ, ହାତ ଟେକି ଦେଲା ଏସଏଚ୍‌ଜି ଗ୍ରୁପ

ନନ୍ଦାହାଣ୍ଡି : ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥ ପୁର ଓ ଝାଡବନ୍ଧଗୁଡା ପଞ୍ଚାୟତ ନିମନ୍ତେ ଜଗନ୍ନାଥ ପୁର ମା ଭଣ୍ଡାର ଘରଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା । ହେଲେ ଏହି ମଣ୍ଡିରେ ଆରଏମସି ତରଫରୁ…
Read More...

ଷଷ୍ଠ ଗଡାଜାତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଓ ଜଗତରନାଥ…
Read More...