ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ,ପାରାଦ୍ୱୀପ-ହରିଦାସପୁର ରେଳ ଲାଇନରେ ପାସେଞ୍ଜର ସେବା ଦାବି

ଭୁବନେଶ୍ୱର: ଓଡିଶାର ବିଜେଡି ସାଂସଦମାନେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ଭେଟି ଓଡିଶାରେ ବର୍ଷବର୍ଷ ଧରି ରହିଥିବା ରେଳ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ରେଳସେବା ଆରମ୍ଭ କରାଯିବା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏକ ପତ୍ର ପ୍ରଦାନ କରିଛନ୍ତି ।…
Read More...

ଝାଡବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ

ପୁରୀ : ଝାଡାବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ସେହି ଆଖ ପାଖ ଅଂଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ । ଆଉ ପିଇବା ପାଣି ପାଇପ ଲାଇନ ଫାଟି ପାଣି ପ୍ରଦୂଷିତ…
Read More...

ବାଲିଗୁଡ଼ା ଅଞ୍ଚଳରେ ପ୍ରୀ ଖ୍ରୀଷ୍ଟମାସ୍‌ ପର୍ବ ପାଳନ

ବାଲିଗୁଡ଼ା: ଆଉ ଅଳ୍ପଦିନ ପରେ ବଡ଼ଦିନ । ଏହାକୁ ନେଇ ଆରମ୍ଭ ହୋଇଗଲାଣି ପ୍ରାକ୍‌ ପ୍ରସ୍ତୁତି । ବିଭିନ୍ନ ଅଞ୍ଚଳରେ ଖ୍ରୀଷ୍ଟପ୍ରେମୀମାନେ ପାଳନ କରୁଛନ୍ତି ପ୍ରୀ ଖ୍ରୀଷ୍ଟମାସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସାଉଟିକିଆଠାରେ ଆଞ୍ଚଳିକ ମିଳିତ ଖ୍ରୀଷ୍ଟିୟ କମିଟି ପକ୍ଷରୁ ପ୍ରୀ…
Read More...

ରାଜ୍ୟର ପ୍ରଥମ ଭିନୋଟ୍ସ୍‌ ଅସ୍ତ୍ରୋପଚାରରେ ସଫଳତା ହାସଲ କଲେ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ, ଲାପରୋସ୍କୋପି ସର୍ଜନ ଓ ରାଜ୍ୟର ପ୍ରଥମ ଦା’ଭିନ୍‌ସି ଗାଇନାକ୍‌ ରୋବୋର୍ଟିକ୍‌ ସର୍ଜରୀ କରିଥିବା ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର ଗତ ୧୩ ତାରିଖ ଦିନ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ଭିନୋଟ୍ସ୍‌ (ଭାଜିନାଲ୍‌…
Read More...

ଏକ ଲକ୍ଷ ଦାନ କଲେ ମହିଳା ଭିକାରି

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା । ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ କରନ୍ତି…
Read More...

କୁଚିଣ୍ଡାକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି, ଜୋର ଧରୁଛି ଆନ୍ଦୋଳନ

ସମ୍ବଲପୁର: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ଜରୁରୀ ବୈଠକ କୁଚିଣ୍ଡା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ବହୁବାର ରାଜ୍ୟ ସରକାରଙ୍କୁ…
Read More...

୨ବର୍ଷର ଶିଶୁକୁ ଗିଳିଦେଲା ଜଳହସ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଳୀ: ଅନେକ ସମୟରେ ଭୋକ ଯୋଗୁଁ କୌଣସି ପ୍ରାଣୀ ଆକ୍ରାମକ ହୋଇପଡ଼ିଥାନ୍ତି। ଏମିତିକି ମଣିଷଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥାନ୍ତି। ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ୨ ବର୍ଷର ଶିଶୁକୁ ଜୀଅନ୍ତା ଗିଳିଦେଇଥିଲା ଏକ ଜଳହସ୍ତୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…
Read More...

ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଜମିବାଡିକୁ କେନ୍ଦ୍ର କରି ରାଜଧାନୀରେ ଦିନ ଦ୍ୱିପ୍ରହରରେ ହଣାକଟା । ରସୁଲଗଡ଼ ଛକରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଫଳରେ ବିମ୍ବାଧର ଜେନା ନାମକ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ…
Read More...

ନାତୁଣୀର ହଲଦୀ ସଂଗୀତରେ ନାଚୁଥିଲେ ଜେଜେମାଆ, ଚାଲିଗଲା ଜୀବନ

ଭୋପାଳ : ଆଜିକାଲି ବିବାହ ସମାରୋହ କିମ୍ବା ଇଭେଣ୍ଟରେ ନୃତ୍ୟ ସମୟରେ ହୃଦଘାତ ହେତୁ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ସେଓନିର ବାନ୍ଦୋଲ ପୋଲିସ ଷ୍ଟେସନ ଅଧୀନରେ ଥିବା ବଖରୀ ଗ୍ରାମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧ ମହିଳା ନାତୁଣୀଙ୍କ…
Read More...

ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଳା ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଞ୍ଚ ତଥା…
Read More...